ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା। ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ବିଜେପି ନେତା ତଥା ବ୍ୟବସାୟୀ ରାଜୁ ଝାଙ୍କୁ ଗୁଳି କରି ହତ୍ୟା। ଶକ୍ତିଗଡ ଥାନା ଅଂଚଳରେ ଅମରାରେ ଶନିବାର ରାତିରେ ଏକ ମିଠା ଦୋକାନ ନିକଟରେ ନିଜ ଗାଡିରେ ଅପେକ୍ଷା କରିଥିବା ଆଉ ଏକ ଗାଡିରେ ଦୁଇ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ କରିଥିଲେ।
#ArgusNews #WestBengal #BJPLeader #MurderCase #Odisha