#WHO_ମୁଖ୍ୟ_ଟେଡ଼ରସ୍_ହେଲେ_ତୁଲସୀ_ଭାଈ
ଟେଡ଼ରସଙ୍କ ଗୁଜୁରାଟୀ ହେବାର ଇଛା ପୁରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟିତ ହେଲା ଗ୍ଲୋବାଲ ଆୟୂଷ ଇନଭେଷ୍ଟମେଣ୍ଟ୍ ଆଣ୍ଡ୍ ଇନୋଭେସନ୍ ସମିଟ୍ । ୮ବର୍ଷ ମଧ୍ୟରେ ୩ ବିଲିୟନ ଡଲାରରୁ ୧୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ଆୟୂଷ ସେକ୍ଟର । ୧୫୦ ଟି ଦେଶକୁ ଆୟୂଷ ସାମଗ୍ରୀ ରପ୍ତାନି କରିବ ଭାରତ
#WHO #TulsiBhai #gujrati #PMNarendraModi #india #ArgusNews