#ଗୁଗଲରେ_କ୍ୟାପଟେନ_ହରମନପ୍ରିତଙ୍କ_ନାଁ_କାହିଁକି_ନାହିଁ
ହରମନପ୍ରିତ କୌରଙ୍କ ଅଧିନାୟକତ୍ବରେ ଭାରତୀୟ ମହିଳା ଟିମ ଟି-୨୦ ବିଶ୍ବକପର ସେମିଫାଇନାଲରେ ପହଞ୍ଚିଯାଇଛି। ସାଉଥଆଫ୍ରିକାରେ ଖେଳାଯାଉଥିବା ଏହି ବିଶ୍ବକପ ମ୍ୟାଚ ପୂର୍ବରୁ ଇଣ୍ଡିଆ ଟିମର ପୁର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଭାରତୀୟ ମହିଳା ଟିମ୍ର କ୍ୟାପଟେନ ହରମନପ୍ରିତଙ୍କ ପାଇଁ କ୍ୟାମ୍ପେନ ଆରମ୍ଭ କରିଛନ୍ତି।
#ArgusNews #HarmanpreetKaur #indianwomensteam #worldcupmatch #YuvrajSingh #sports