ଗୋଟିଏ ପଟେ ପୃଥିବୀରେ ମହିଳାସଶକ୍ତିକରଣ ଦିଗରେ ପଦକ୍ଷେପ ସହିତ ଅନେକ ଦେଶରେ ପରିବର୍ତ୍ତନ ଅଣାଯାଉଛି, ଅପରପକ୍ଷେ ଆଫଗାନିସ୍ତାନରେ ମହିଳାଙ୍କ ସ୍ଥିତି ଦେଖିଲେ ସେମାନଙ୍କ ଅସହାୟତା ଓ ଦୁଃଖ ବୁଝାପଡ଼ୁଛି। ଆଧୁନିକ ଯୁଗରେ ଆମେ ଦିନ କାଟୁଛୁ ସେତେବେଳେ ମହିଳାଙ୍କ ପ୍ରତି ପ୍ରତିବନ୍ଧକ ସେମାନଙ୍କୁ ମାନସିକ ସ୍ତରରେ କେତେ ଭାଙ୍ଗିଦେଇପାରେ ତାହା ସ୍ପଷ୍ଟ ଭାବରେ ଅନୁମେୟ।
#Afghanistan #Taliban #women #torture #ArgusNews