#ମହିଳା_ଆଇପିଏଲ_ଟିମ_କିଣିଲେ_ଗୌତମ୍_ଆଦାନୀ
୧୨୮୯ କୋଟି ଟଙ୍କାରେ ମହିଳା ଆଇପିଏଲ ଟିମ୍ କିଣିଛି ଅଦାନୀ ଗ୍ରୁପର ଶାଖା ଅଦାନୀ ସ୍ପୋର୍ଟସଲାଇନ ପ୍ରାଇଭେଟ୍ ଲିମିଟେଡ୍ । ଏହି ଟିମ୍ ଅହମ୍ମଦାବାଦକୁ ପ୍ରତିନିଧିତ୍ବ କରିବ ।
#ArgusNews #WomenIPLTeam #AdaniGroup #GautamAdani #AdaniSportslinePvtLtd #Ahmedabad