#ଯୋଗୀଙ୍କ_ବୁଲଡୋଜର_ମଡେଲ_ଏବେ_ଜାମ୍ମୁ_କାଶ୍ମୀରରେ_ହେଲା_ଲାଗୁ
#କାଶ୍ମୀରରେ_ପ୍ରଥମ_ଥର_ପାଇଁ_ଚାଲିଲା_ଆତଙ୍କବାଦୀ_ଘର_ଉପରେ_ବୁଲଡୋଜର
#ପୁଲୱାମାରେ_ଜୈଶ_ଏ_ମୋହମ୍ମଦର_ଆତଙ୍କବାଦୀର_ଘର_ମାଟିରେ_ମିଶିଲା
ଏହି ବୁଲଡୋଜର ଯୋଗେ ଭଙ୍ଗା ଯାଉଥିବା ଦୃଶ୍ୟଟି ଉତ୍ତର ପ୍ରଦେଶର ନୁହଁ । ଏହି ଭିଡିଓଟି ଜାମ୍ମୁ କାଶ୍ମୀରର । ଜାମ୍ମୁ କାଶ୍ମୀରରେ ଜଣେ ଆତଙ୍କବାଦୀର ଘରକୁ ବୁଲଡୋଜର ଚଳା ଯାଇ ଧ୍ୱସ୍ତ କରାଯାଉଛି ।
MYogiAdityanath #ChiefMinister #buldozer #jammukashmir #terrorists #ArgusNews