ରାଜସ୍ଥାନରୁ 26 ଲକ୍ଷରୁ ଅଧିକ କ୍ୟୁସେକ୍ ଏବଂ ମଧ୍ୟପ୍ରଦେଶରୁ 04 ଲକ୍ଷ କ୍ୟୁସେକ୍ ଛଡାଯିବା କାରଣରୁ ଚାମ୍ବଲ ନଦୀ, ବେତବା ନଦୀ ଏବଂ ଅନ୍ୟାନ୍ୟ ଉପନଦୀଗୁଡ଼ିକରେ ଜଳ ସ୍ତର ଯଥେଷ୍ଟ ବୃଦ୍ଧି ପାଇଥିଲା, ଏହି କାରଣରୁ ଯମୁନା ଏବଂ ଗଙ୍ଗା ନଦୀରେ ଜଳ ବୃଦ୍ଧି ପାଇଛି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...।
#UttarPradesh #YogiAdityanath #flood #gangariver #water #ArgusNews