ଉତ୍ତର ପ୍ରଦେଶର ଯୋଗୀ ସରକାର ମଦ୍ରାସା ଗୁଡିକ ସମ୍ପର୍କରେ ଏକ ବଡ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ଅନୁସାରେ ଏବେ ଉତ୍ତର ପ୍ରଦେଶରେ ନୂଆ ମଦ୍ରାସା ଗୁଡିକୁ ସରକାରୀ ଅନୁଦାନ ମିଳିବ ନାହିଁ । ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି
#Uttarpradesh #YogiAdityanath #madrassa #Governmentgrants #ArgusNews