ଉତ୍ତରପ୍ରଦେଶସ୍ଥିତ ଅଯୋଧ୍ୟାରେ ଲତା ମଙ୍ଗେସକର ସ୍ମୃତି ଚୌକର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସ୍ବର ସାମ୍ରାଜ୍ଞୀ ଲତାଙ୍କ ଜନ୍ମଦିନ ଅବସରରେ ସେ ଏହି ସ୍ମୃତି ଚୌକ ଉଦଘାଟନ କରିଛନ୍ତି । ଏହି ସ୍ମୃତି ଚୌକରେ ୧୪ ଟନର ବୀଣା ସ୍ଥାପନ କରାଯିବ ।
#Uttarpradesh #Ayodhya #smrutichowk #innaguration #LataMangeshkar #singer #NationalNews #ArgusNews