ଭାରତୀୟ ଯବାନ ମାନଙ୍କ ଦ୍ଵାରା ଆୟୋଜନ ହୋଇଛି ୟୁଥ ଏକ୍ସଚେଞ୍ଜ ପୋଗ୍ରାମ । ଯେଉଁଥିରେ କରାଯାଇଛି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ । ଜାମ୍ମୁକାଶ୍ମୀର ର ଅନନ୍ତନାଗ ଜିଲ୍ଲାରେ ଥିବା ଗମେଣ୍ଟ ଗାର୍ଲ୍ସ ହାଇଅର ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ ।
#indianarmy #youthexchangeprogramme #Srinagar #jammukashmir #student #culturalprogram #NationalNews #ArgusNews