ଶ୍ରୀନଗର ଲେହ ରାଜମାର୍ଗ ଠାରେ ଜୋଜିଲା ଟନେଲ ବା Z ମୋଡ TUNNELର ଉଦଘାଟନ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରି। ଏହି ଟନେଲ ଦେଶ ପାଇଁ ଏବଂ ବିଶେଷ ଭାବରେ ଜମ୍ମୁ କାଶ୍ମୀରରଵ ପ୍ରଗତିକୁ ବୃଦ୍ଧି କରିବାରେ ସହାୟକ ହେବ...।
#ArgusNews #ZMorhTunnel #NitinGadkari #inauguration #National