#ଅବ୍ୟବସ୍ଥା_ଘେରରେ_ରିକାପଲ୍ଲୀ_ହାଟ।
ଯେଉଁ ହାଟ ଦିନେ କେବଳ ଗଞ୍ଜାମ ଜିଲ୍ଲାରେ ନୁହେଁ , ସମଗ୍ର ଦକ୍ଷିଣ ଓଡିଶା ରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଜିଲ୍ଲାର ଗୁରୁବାର ହାଟ ରୁପେ ଏହା ପରିଚିତ । ବର୍ତମାନ ଏହି ହାଟ ବସିବା ସଙ୍କୁଚିତ ହୋଇଥିବା ବେଳେ ପରିତ୍ୟକ୍ତ ଅବସ୍ଥାରେ ରହିଛି । ଦେଖିବା ଏହି ରିପୋର୍ଟ...
#ArgusNews #Odisha #ArgusNewsTV #Ganjam #Market #rikapalli