#ଅଲିମ୍ପିକ୍ସରେ_ସ୍ଥାନ_ପାଇବ_ପଶ୍ଚିମ_ଓଡ଼ିଶା_କଳାକୃତି !
ସମ୍ବଲପୁର ଓ ବରଗଡ଼ ମାଟିର ୮ ଜଣ କଳାକାର ଏହି ସଫଳତା ହାସଲ କରିଛନ୍ତି । କଳାକାରଙ୍କ କୃତିତ୍ବ ରିଲ୍ ଭିଡିଓ ମାଧ୍ୟମରେ ଟୋକିଓ ଅଲିମ୍ପିକରେ ପ୍ରଦର୍ଶନ କରାଯିବ । ଇଣ୍ତିଆନ କନଟେମ୍ପୋରାରି ଆର୍ଟସ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଥିବା ଇଣ୍ଟରନ୍ୟାସନାଲ ଭର୍ଚୁଆଲ ଆର୍ଟସ ସୋ ଆୟୋଜନ ହୋଇଥିଲା
#ArgusNews #Odisha #ArgusNewsTV #Sambalpur #Olympics #Actor