ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡର ବଡ଼ ପଦକ୍ଷେପ । ବିଶ୍ବ ସର୍ବ ବୃହତ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ ଓ ଯୋଗାଣ ଦିଗରେ ୭୫୦ ମିଲିୟନ ନିବେଶ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡର ଦ୍ବାରା ନିର୍ମାଣାଧୀନ ନବୀକରଣଯୋଗ୍ୟ ପ୍ରକଳ୍ପଗୁଡିକ ପାଇଁ ଏହି ପାଣ୍ଠି ବ୍ୟବହାର କରାଯିବ |
#AdaniFoundation #adanigreenenergylimited #construction #Odisha #ArgusNews