କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଜୁ ଏକ୍ସପ୍ରେସ ୱେ ଆମ୍ବଗୁଡ଼ା ନିକଟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ। ଆମ୍ବଗୁଡ଼ା ଛକ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଉପରେ ଓଭରବ୍ରିଜ ନିର୍ମାଣ, ରାସ୍ତାର ଉଭୟ ପାର୍ଶ୍ଵରେ ବ୍ୟାରିକେଟ ନିର୍ମାଣ, ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ ଦାବିରେ ଛାତ୍ରଛାତ୍ରୀମାନେ ରାସ୍ତା ରୋକ କରିଛନ୍ତି।
#Kalahandi #golamunda #childrenprotest #protest #Expressway #roadblock #Odisha #ArgusNews