ଶତାଧିକ କର୍ମୀଙ୍କ ଗହଣରେ ବିଜେଡିର ଅଗଧାଡ଼ିର ନେତାମାନେ ଆସି ନିଜର ଦବଦବା ପ୍ରଦର୍ଶନ କରିଥିଲେ । ଏହି ସମୟରେ ଖୋଦ ଟାଉନ ଥାନା ଅଧିକାରିଣୀ ଉପସ୍ଥିତ ଥିବା ବେଳେ ଶାସକ ଦଳ ଭୟରେ ଚୁପ ରହିବାକୁ ବାଧ୍ୟ ହୋଇଥିଲେ । ଏହାକୁ ବିଜେପି ବିଧାୟକ ତଥା ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କଡା ଭାଷାରେ ନିନ୍ଦା କରିଛନ୍ତି
#Keonjhar #bjdrally #bjp #Mohanmajhi #panchayatelection #ArgusNews