#ଖୋଲିଲା_ନନ୍ଦନକାନନ !
ଖୋଲିଲା ନନ୍ଦନକାନନ ଏବଂ ସଂଗ୍ରହାଳୟ। କୋଭିଡ କଟକଣା ଭିତରେ ବୁଲିଲେ ପର୍ଯ୍ୟଟକ । ଦୀର୍ଘ ଦିନପରେ ନନ୍ଦନକାନନ ଖୋଲିଥିବାରୁ ପର୍ଯ୍ୟଟକ ମାନେ ମଧ୍ୟ ବେଶ ଖୁସି ଅଛନ୍ତି । ସେହିପରି ରାଜ୍ୟ ସଂଗ୍ରହାଳୟ ଭିତରକୁ ଦିଇଟି ଡୋଜ ଟୀକ ନେଇଥିବା ଲୋକଙ୍କୁ ଅନୁମତି ଦିଆଯାଉଛି
#ArgusNews #Odisha #ArgusNewsTV #Nandankanan #State_museum #Open #Covid19