୨୩ ଏକର ନଦୀକୁ ୬୦ ବର୍ଷ ପାଇଁ ଏକ କମ୍ପାନୀକୁ ଲିଜ୍ ଦେଇଛନ୍ତି ଅଧିକାରୀ । ଏହି ନଦୀ ହଡ଼ପ ଘଟଣାକୁ ନେଇ, ପାରାଦ୍ଵୀପ ବନ୍ଦରର ଇଷ୍ଟେଟ ଅଫିସର ବିଶ୍ବଜିତ ମିଶ୍ର ଓ କୁଜଙ୍ଗ ତହସିଲର ଅତିରିକ୍ତ ତହସିଲଦାର ପୂଜା ଲେଙ୍କାଙ୍କ ନାମରେ କୁଜଙ୍ଗ ଥାନାରେ ଏତଲା ଦେଇଛନ୍ତି ଜଣେ ବ୍ୟକ୍ତି
#Jagatsinghpur #Kujanga #Paradeep #landscam #AditionalTahasildar #Odisha #ArgusNews