ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବୟସ୍କ ପ୍ରାର୍ଥୀ ଯୁବ ପ୍ରାର୍ଥୀ ମାନଙ୍କୁ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳୁଛି l ତେବେ ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗ୍ରାମର ୬୬ ବର୍ଷିୟ ବୃନ୍ଦାବନ ତ୍ରିପାଠୀ କଂଗ୍ରେସ ଦଳ ତରଫରୁ ନାମାଙ୍କନ ଦାଖଲ କରି ପ୍ରଚାରରେ ମାତିଛନ୍ତି l
#Nabrangpur #PanchayatElections #Congress #candidate #Odisha #ArgusNews