ପରୀକ୍ଷା ଦେଲେ ସରପଞ୍ଚ ପ୍ରାର୍ଥୀ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ମଇଦାନକୁ ଓହ୍ଲାଇ ପ୍ରଚାର କରୁଛନ୍ତି। ତେବେ ଏଥର ଭୋଟର ନେଇଛନ୍ତି ପ୍ରାର୍ଥୀଙ୍କ ପରୀକ୍ଷା। ୮ଜଣ ପ୍ରାର୍ଥୀଙ୍କ ଲିଖିତ ପରୀକ୍ଷା କରିଛନ୍ତି ଗ୍ରାମବାସୀ।
#Sundargarh #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews