#ପୋଲିସ_କର୍ମଚାରୀ_ସମ୍ମାନୀତ
ରାଉରକେଲା ଆରଟିଓ ଓ ପୋଲିସ ପ୍ରଶାସନ ଦ୍ଵାରା ଦୁର୍ଘଟଣାରେ ଲୋକଙ୍କୁ ବଞ୍ଚାଇ ହସ୍ପିଟାଲରେ ଭର୍ତ୍ତି କରାଇଥିବା ୧୭ ଜଣ ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ କରିବା ସହ ୨୦୦୦ ଟଙ୍କିଆ ଚେକ ପ୍ରଦାନ କରାଯାଇଛି ।
#Sundargarh #Rourkela #policeofficers #honored #RTO #policemen #ArgusNews