#ପ୍ରତାପ_ଜେନାଙ୍କ_ପାଇଁ_ବଢିଲା_ଅଡୁଆ
ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ପ୍ରତାପଙ୍କୁ ଯଦି ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାନଯାଏ ତାହାହେଲେ ଅଣ୍ଡାମାଡ କରିବାକୁ ଚେତାବନୀ ଦେଇଛି ଛାତ୍ର କଂଗ୍ରେସ । ସେପଟେ ବିଜେପି ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିବା ବେଳେ ମନ୍ତ୍ରୀଙ୍କ ବିରୋଧରେ ମାହାଙ୍ଗାରେ ପ୍ରକାଶ ପାଇଛି ପ୍ରତିବାଦ I
#ArgusNews #Odisha #PratapJena #Congress #BJP4IND