ଘର ଖଣ୍ଡେକ୍ ନାଇଁ ପାଏବାର୍ ଅସହାୟ ପରିବାର । ବାର ବାର୍ ଗୁହାରି ପରେ ଭିଲ୍ ସରକାରୀ ବାବୁ ମାନେ ନାଇଁ ଶୁନବାର୍ କିନ୍ତୁ ପଞ୍ଚାୟତ ନିର୍ବାଚନ ଆଉଛେ ବୋଲି କାହିଁ କେତେ ବଛର୍ ହେବା ଗରିବ ଦୁଆରେ ପାଦ୍ ନାଇ ପଡୁଥିବାର୍ ଲୋକମାନକର୍ ଦୁଆରେ ଲମ୍ବା ଲାଇନ ଲାଗୁଥିବାର ଅଭିଯୋଗ କରିଛନ୍ ଗରିବ ହିତାଧିକାରୀ
#Sambalpur #Awasyojana #corruption #ArgusNews #Panchayatelection