ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗର ଛକ ନିକଟରୁ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କ ନିକଟରୁ ଲୁଟ l ମହିଳା ଜଣକ ହେଉଛନ୍ତି ତଳନଗର ଗାଁର ଅବନ୍ତୀ ବିଶ୍ୱାଳ l ମହିଳା ଜଣକ ସୋର ବଜାରରୁ ନିଜ ସ୍କୁଟିରେ ତାଙ୍କର ପୁଅ ସହିତ ଘରକୁ ଫେରୁଥିବା ବେଳେ ଲୋଟେରାମାନେ ତାଙ୍କୁ ପିଛା କରି ସୁନାହାର ଛିନ୍ତାଇ କରିଥିଲେ
#Balasore #Soro #Loot #abantiBiswal #chainsnaching #Odisha #ArgusNews