ଢେଙ୍କାନାଳ ଓଡାପଡା ଠାରେ ଦୀର୍ଘ ପ।ଞ୍ଚ ମାସ ହେବ ବନ୍ଦ ହୋଇ ପଡିଥିବା ବିଆରଜି ଆଇରନ ଆଣ୍ଡ ଷ୍ଟିଲ କମ୍ଫାନୀକୁ ପୁନଃ କାର୍ଯ୍ୟକ୍ଷମ କରିବା ଓ କର୍ମଚାରୀ ମାନଙ୍କର ଥିବା ବକେୟା ଟଙ୍କା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ କର୍ମଚାରୀଙ୍କ ଦାବି ।
#ArgusNews #ArgusNewsTV #odisha #Dhenkanala #brg #company #Reconstruct