#ଦୈନିନ୍ଦିନ_ଦୁର୍ଘଟଣାରେ_ଯାଉଛି_ଜୀବନ
#ଦେଖଣାହାରୀ_ସାଜିଛି_ପ୍ରଶାସନ
ମରଣଜନ୍ତା ପାଲଟିଛି ରାଜ୍ୟ ରାଜପଥ। ୧୧ କିମି ରାସ୍ତା ଅବସ୍ଥା ବେହାଲ୍ । ଘଟୁଛି ଦୁର୍ଘଟଣା, ଯାଉଛି ଜୀବନ । ଦେଖଣାହାରୀ ସାଜିଛି ବିଭାଗ । ଏ ହେଉଛି ଭବାନୀପାଟଣା ଲାଞ୍ଜିଗଡ ୬ ନଂ ରାଜ୍ୟ ରାଜପଥ ଛତିଗୁଡାଠୁ କିଡିଙ୍ଗ ରାସ୍ତା ।
#Kalahandi #Lanjigarh #RoadProblem #Accident #PublicIssue #Odisha #ArgusNews