କାଲି ଯିଏ ବାପା ମାଆଙ୍କ ଗେହ୍ଲା ଝିଅ ଥିଲା, ଆଜି ତା ମୁଣ୍ଡରେ ପରିବାରର ବୋଝ । ଯେଉଁ ହାତରେ କଲମ ଧରିବା କଥା ସେ ହାତ ଧରିଛି କୋଦାଳ । ଜମିରେ ବିହନ ବୁଣିବା ସହ କରୁଛି ଅନ୍ୟ କାମ । ଘରେ କେମିତି ଚୁଲି ଜଳିବ, କେମିତି ପରିବାର ସଦସ୍ୟଙ୍କ ପେଟକୁ ଦାନ ଯିବ ସେ ଚିନ୍ତାରେ ଖୁସି ।
#ArgusNews #Girls #Malkangiri CMO Odisha #GraduateFarmer