ଶିଶୁ ଉଦ୍ୟାନ ନାଁରେ ଟଙ୍କା ଲୁଟ୍। ୬ ମାସ ଗଲାନି ୪୦ ଲକ୍ଷ ଟଙ୍କାର ଉଦ୍ୟାନ। ଶିଶୁଙ୍କ ଭବିଷ୍ୟତ ସହ ଚାଲିଛି ଖେଳ। ଏଭଳି କିଛି ସଙ୍ଗୀନ ଅଭିଯୋଗ ଆସିଛି ପୁରୀ ନିମାପଡ଼ା ପୌରାଞ୍ଚଳରୁ। ଶିଶୁଙ୍କ ମନୋରଞ୍ଜନ ଓ ବୌଦ୍ଧିକ ଚିନ୍ତାଧାରାର ବିକାଶ ପାଇଁ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉଦ୍ୟାନ ଏବେ ବନ୍ଦ ହୋଇ ପଡ଼ି ରହିଛି।
#Puri #Nimapara #Kindergarten #moneyloot #allegations #childrenpark #childdevelopment #entertainment #prasantray #Odisha #ArgusNews