ନୟାଗଡ଼ ଯଦୁପୁରର ବହୁ ଚର୍ଚ୍ଚିତ କୁନି ଝିଅ ପରୀ ଅପହରଣ ଓ ହତ୍ୟା ମାମଲାକୁ ବିତିଲାଣି ୧୦ ମାସ । ଏବେ ବି ନ୍ୟାୟ ପାଇଁ ଲଢେଇ କରୁଛନ୍ତି ପରୀର ମା' ସୌଦାମିନୀ ସାହୁ । ଏଇ ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅଭିଯୁକ୍ତ ବାବୁଲି ନାୟକକୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ପରୀର ବାପା ମା।
#PariDeathCase #justiceforpari #Nayagarh #Jadupur #ArunSahu #Odisha #ArgusNews