#ହିଡେନ_କେସ_ଆଣିବ_କି_ତୃତୀୟ_ଲହର
#ହିଡିନ_କେସକୁ_ଠାବ_କରିବା_ରାଜ୍ୟ_ସରକାରଙ୍କ_ପାଇଁ_ବଡ_ଚ୍ୟାଲେଂଜ
ହିଡେନ କେସକୁ ନେଇ ବଢିଲା ଟେନସନ । କେବଳ ମାସେ ଭିତରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷରୁ ଉର୍ଦ୍ଧ୍ଵ ହିଡେନ କେସ । ଯାହାକୁ ନେଇ ବଢିଛି ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧା ।
#ArgusNews #ArgusNewsTV #Odisha #coronavirus