ରିମୋଟ କଣ୍ଟ୍ରୋଲରେ ଗଡ଼ିଲା ଶ୍ରୀ ଜଗନ୍ନାଥଙ୍କ ରୋବୋଟ ରଥ । ଗୁଜୁରାଟର ଭଦୋଦରା ସହରର ଜୟ ମକୱାନା ତିଆରି କରିଛନ୍ତି ଶ୍ରୀ ଜଗନ୍ନାଥଙ୍କର ଏକ ରୋବୋଟିକ ରଥ। ବିଜ୍ଞାନ ଓ ପରମ୍ପରାର ଅପୂର୍ବ ସଂଗମ ସାଜିଥିବା ରୋବୋଟିକ ରଥରେ ବିଜେ କରିଥିଲେ କାଳିଆ ଠାକୁର ।
#roboticchariot #LordJagannath #Gujurat #RathaYatra #ArgusNews