#ମହାମାରୀ_ସମୟରେ #ମେଡିଭିଜନର_ମହତ #କାମ।
କରୋନା ସମୟରେ ଏଭିଭିପିର ଡାକ୍ତରୀ ଛାତ୍ର ଆୟମ ମେଡିଭିଜନ ଜାରି କରିଛି ହେଲ୍ପ ଲାଇନ ନମ୍ବର। ରାଜ୍ୟର କୋଣ ଅନୁକୋଣରୁ ଆସୁଛି କଲ। ଲୋକମାନଙ୍କୁ ଫୋନ କଲ ମାଧ୍ୟମରେ ଚିକିତ୍ସା ଯୋଗାଉଛି ଟିମ।
#ArgusNews #Odisha #Corona #ABVPOdisha #Medivision #Helpline #Number