Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ନୁଡଲ୍ସ ପ୍ୟାକେଟରୁ ବାହାରିଲା ହୀରା: ବିମାନବନ୍ଦରରୁ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ
ଉତ୍ୟକ୍ତ ଗ୍ରାମବାସୀଙ୍କ ଦ୍ଵାରା ଶବ ରଖି ରାସ୍ତା ଅବରୋଧ
ଅର୍ଗସ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଗଡ଼ିଆଜୋର୍ ବନ୍ଧପଡ଼ା ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଉକ୍ତ ଗାଁର ଲକ୍ଷ୍ମୀଧର ନାଏକ । ଅଧିକ ପଢନ୍ତୁ ଓଡ଼ିଶା ଖବର ସେ ରାସ୍ତା କଡ଼ରେ ବସି ଥିବା ସମୟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା । ବୃଦ୍ଧ ଜଣକର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ତେବ
ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନର ଚେତାବନୀ
ବଲାଙ୍ଗିର: ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନ କରିବାର ନିଷ୍ପତ୍ତି ନେଲେ ପଞ୍ଚାୟତବାସୀ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତାରାରେ ହାଇସ୍କୁଲ ନ ଖୋଲିଲେ ଭୋଟ ବର୍ଜନ କରିବା ପାଇଁ ବଙ୍ଗୋମୁଣ୍ଡା ବ୍ଲକ ବିଡ଼ିଓର ଦ୍ୱାରସ୍ଥ ହୋଇଛନ୍ତି ପଞ୍ଚାୟତବାସୀ । ଏ ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସମ