Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଟିକେଟ ପାଇଲେନି ବିଜେଡି ଛାଡ଼ିଦେଲେ
ବଡ଼ ଖବର : ମୋକିମଙ୍କୁ ମିଳିଲା ଜାମିନ
ଅର୍ଗସ ବ୍ୟୁରୋ : ମୋକିମଙ୍କୁ ମିଳିଲା ସୁପ୍ରିମକୋର୍ଟରୁ ଜାମିନ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ ମୋକିମ୍‌ । ତେବେ ଆଜି ମୋକିମଙ୍କୁ ସୁପ୍ରିମକୋର୍ଟ ଆଶ୍ଵସ୍ତି ଦେଇଛନ୍ତି । -କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ -ORHDC ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ -ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲ
ରିଲ୍ସ ପାଇଁ ପ୍ଲାଷ୍ଟିକ ଗୁଡାଇ କାରରେ ଝୁଲିଲେ ଯୁବକ, ଭିଡିଓ ହେଲା ଭାଇରାଲ
ଅର୍ଗସ ବ୍ୟୁରୋ : ରିଲ୍ସ ପାଇଁ ସୀମା ଟପିଗଲେ ଯୁବକମାନେ । କାରରେ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା ଜଣେ ଯୁବକଙ୍କୁ । ଆଜିକାଲି ଇନଷ୍ଟାଗ୍ରାମର ରିଲ୍ସ ଟ୍ରେଣ୍ଡ ସମସ୍ତଙ୍କୁ ପାଗଳ କରିଛି । କେବଳ ଯୁବପିଢୀ କହିଲେ ଭୁଲ ହେବ, ପିଲାଠୁ ବୃଦ୍ଧ ସମସ୍ତେ ରିଲ୍ସ କରୁଛନ୍ତି । ଏବଂ ସେଥିପାଇଁ ଖୁବ ବିପଦପୂର୍ଣ୍ଣ ଷଣ୍ଟ ମଧ୍ୟ କରୁଛନ୍ତି। ଏବେ ସେମିତି କିଛି ଭିଡି