Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
କଂଗ୍ରେସ ବଦଳାଇଲା ପ୍ରାର୍ଥୀ
ଅଡୁଆରେ ପ୍ରଣବ ପ୍ରକାଶ, ବବିଙ୍କୁ ଜବାବ ମାଗିଲେ ମା' ଭଉଣୀ
ଅର୍ଗସ ବ୍ୟୁରୋ: କେମିତି ବିରୋଧର ଶିକାର ହୋଇଛନ୍ତି ସମ୍ବଲପୁର ବିଜେଡିର ଲୋକସଭା ପ୍ରାର୍ଥୀ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଓରଫ ବବି ଦାସ । ବବିଙ୍କୁ ଦେବଗଡ ଅଞ୍ଚଳର ମା, ଭଉଣୀ ହିସାବ ମାଗିଛନ୍ତି । ଆଉ 24 ବର୍ଷ ସରକାରରେ ରହିବା ପରେ ଆମକୁ କାହିଁକି ଘର, ପାଣି, ପଟ୍ଟା ମିଳିଲାନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଏ ଘଟଣା ହେଉଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଳସମ
ପାଣ୍ଡିଆନଙ୍କୁ କେବେ ଠୁ ଓ କାହିଁକି ଦିଆଯାଉଛି z କ୍ୟାଟେଗୋରୀ ସୁରକ୍ଷା ?
ଅର୍ଗସ ବ୍ୟୁରୋ: ଆସନ୍ତା କାଲି ବିଜେଡିର ଦୁଇ ନମ୍ବର ନେତା ଭି କେ ପାଣ୍ଡିଆନ କୋରାପୁଟ ଓ ରାୟଗଡା ଜିଲ୍ଲା ଗସ୍ତରେ ଯିବେ । ସେଥିପାଇଁ ସ୍ଥାନୀୟ ପ୍ରଶାସନକୁ ଅବଗତ କରିବା ପାଇଁ ଚିଠି କରିଛନ୍ତି ପାଣ୍ଡିଆନଙ୍କ ପିଏ । ତେବେ ଶେଷ କୁ ଲେଖା ଯାଇଥିବା ଏହି Z କ୍ୟାଟେଗୋରି ସିକ୍ୟୁରିଟ ଆରେଞ୍ଜମେଣ୍ଟ କୁ ନେଇ ଉଠିଛି ପ୍ରଶ୍ନ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ସୋସିଆଲ ମିଡି