Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
୨୭ ଯାଏଁ ତାତିରୁ ନାହିଁ ନିସ୍ତାର
ଆଜି ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅର୍ଗସ ବ୍ୟୁରୋ : ଆଜି ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜସ୍ବ ନିର୍ବାଚନ ମଣ୍ଡଳି ହିଞ୍ଜିଳିକାଟୁର ଶେରଗଡ଼ରେ ପହଞ୍ଚିବେ । ୧୦ଟା ୩୦ ହିଞ୍ଜିଳି ଓ ପୂର୍ବାହ୍ନ ୧୧.୧୫ରେ ଶେରଗଡ଼ରେ ପହଞ୍ଚିବେ ନବୀନ । ହିଞ୍ଜିଳିରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ । ଅଧିକ ପଢନ୍ତ
ଓଡିଶାର ଲକ୍ଷ ଲକ୍ଷ କୌଳିକ ବୁଣାକାର ପରିବାରମାନେ ସେମାନଙ୍କର ଜୀବିକା ହରାଇଛନ୍ତି : ଅନିଲ ବିଶ୍ୱାଳ
ଅର୍ଗସ ବ୍ୟୁରୋ : ଯେବେଠାରୁ ଭାରତୀୟ ଜନତା ପାର୍ଟି ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତା ଓ ଓଡିଆ ସ୍ୱାଭିମାନକୁ ପ୍ରମୁଖ ପ୍ରସଙ୍ଗ କରିବା ପାଇଁ ନିଷ୍ପତି ନେଲା ସେବେଠାରୁ ବିଜୁ ଜନତା ଦଳ ଏହାର ମୁକାବିଲା କିଭଳି କରିବ ସେଥିପାଇଁ ରାସ୍ତା ପାଉନାହିଁ । ବିଜେଡି ପ୍ରତିଦିନ କିଛି ନା କିଛି ମିଥ୍ୟା ପ୍ରସଙ୍ଗକୁ ଆଣି ଗଣମାଧ୍ୟମର ମୂଲ୍ୟବାନ ସମୟ ନଷ୍ଟ କରୁଛି । ନବୀନ ବାବୁଙ୍କ ସରକାର ସମୟର