Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
କେନ୍ଦ୍ର ସରକାରଙ୍କ ଉପହାର, ବଢ଼ିଲା ମନରେଗା ପାରିଶ୍ରମିକ
ଯୁକ୍ତରାଷ୍ଟ୍ର ଆମେରିକାରେ ପାଳନ କରାଯିବ ଓଡ଼ିଶା ଦିବସ, ସରକାରୀ ଘୋଷଣାପତ୍ର ଜାରି
ୱାଶିଂଟନ /ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାର କିଙ୍ଗ କାଉଣ୍ଟି ପକ୍ଷରୁ ଆସନ୍ତା ଏପ୍ରିଲ ପହିଲାକୁ ଓଡ଼ିଶା ଦିବସ ଭାବରେ ପାଳନ କରିବା ପାଇଁ ସରକାରୀ ଘୋଷଣାପତ୍ର(ପ୍ରୋକ୍ଳାମେସନ୍‍) ଜାରି ହୋଇଛି । କିଙ୍ଗ କାଉଣ୍ଟିର ଏକଜିକ୍ୟୁଟିଭ ଡୋ କନ୍‍ଷ୍ଟାଣ୍ଟାଇନ୍‍ ଏହି ମର୍ମରେ ଜାରି କରିଥିବା ଏକ ଘୋଷଣାପତ୍ରରେ ଓଡ଼ିଶାର ଉତ୍କର୍ଷ କଳା, ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ଓ ପ୍ରସା
ଏତେ ସଂଖ୍ୟକ ଜେଲି ଫିସ୍ କିଭଳି ଏକାଥରକେ କୂଳକୁ ଆସିଲା, ତାକୁ ନେଇ ଚର୍ଚ୍ଚା
ଅର୍ଗସ ବ୍ୟୁରୋ : ଗୋପାଳପୁର ବେଳାଭୂମିରେ ପଡି ହିଛି ଶହଶହ ଜେଲି ଫିସଙ୍କ ମୃତଦେହ । ଲାଇଟ ହାଉସ ନିକଟରେ ପଡିଛି ଏହି ମୃତଦେହ । ଏହାକୁ ନେଇ ବିଭିନ୍ନ ଆଶଙ୍କା ଦେଖାଦେଇଛି । ଅଧିକ ପଢନ୍ତୁ ଓଡ଼ିଶା ଖବର ଏହି ଜେଲି ଫିସ୍ ଗୁଡିକ ଦଂଶନ କ୍ଷତିକାରକ ନହେଲେ ମଧ୍ୟ ମଣିଷ ଦେହରେ ବାଜିଲେ ଯନ୍ତ୍ରଣା ଜଳାପୋଡା ହୋଇଥାଏ । ତେବେ ଏତେ ସଂଖ୍ୟକ ଜେଲି ଫିସ୍ କିଭଳି ଏକାଥରକେ କୂଳକ