Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଭୁବନେଶ୍ୱର ପ୍ରାର୍ଥୀ ଟେନସନ୍ ଭିତରେ ନବୀନ ନିବାସରେ ବଡ଼ ବୈଠକ
ଇଟା ଭାଟିରେ କାମ କରିବା ବେଳେ ଶ୍ରମିକଙ୍କ ମୃତ୍ୟୁ
ରାୟଗଡା : ଦାଦନ ଦୁଃଖ । ଇଟା ଭାଟିରେ କାମ କରିବା ବେଳେ ଶ୍ରମିକର ମୃତ। ଏପରି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶଙ୍କରଡ଼ା ପଞ୍ଚାୟତ ବାହାରକୁଟୁମି ଗାଁରୁ । ମୃତକ ଜଣଙ୍କ ହେଲେ ଲଦି ମାଝୀ(୪୩)। ସେ ୩ ମାସ ପୂର୍ବେ ଗାଁର କିଛି ଲୋକଙ୍କ ସହିତ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ଜିଲା କପର ଗାଁରେ ଏକ ଇଟା ଭାଟିରେ କାମ କରିବାକୁ ଯାଇଥିଲେ। ଗତକାଲି ଅପରାହ୍
ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ ଚେତାବନୀ
ଅର୍ଗସ ବ୍ୟୁରୋ: ସରକାରୀ ଯୋଜନା ଏଠାରେ ସାତ ସପନ। ଗାଁକୁ ଯିବାକୁ ନାହିଁ ରାସ୍ତା। ଘଞ୍ଚ ଜଙ୍ଗଲ ଭରା ଖାଲଖମା ରାସ୍ତା ଏଠାରେ ଆତଯାତ କରିବାର ମାଧ୍ୟମ। ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଡୁମ୍ବାଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାରାଣ୍ଡି ଗାଁ। ୨୦୦ ପରିବାର ରହୁଥିବା ଏହି ଗାଁରେ ସରକାରଙ୍କ ସ ବୁ ଯୋଜନା ଅପହଞ୍ଚ। ବସୁଧା ଯୋଜନାରେ ଜଳଯୋଗାଣ ଅପହଞ୍ଚ ଥିବା ଯୋଗୁଁ ଲୋକେ ନିଜ ଟଙ୍କ