ଏଣିକି ରାଜ୍ୟର ବନ୍ୟାଞ୍ଚଳ ଓ ଜଳଠୁଳ ଅଞ୍ଚଳରେ କରିହେବ ପରିବା ଓ ମାଛଚାଷ । ଏହାକୁ ସଫଳ କରି ଦେଖାଇଛନ୍ତି ବାଲେଶ୍ୱର ରେମୁଣା ବ୍ଲକ କାକବରେଇ ଗାଁର ଯୁବ ଇଂଜିନିୟର ସଞ୍ଜୟ ଦାସ । ନିଜ ଆଖପାଖ ଅଞ୍ଚଳର ଚାଷୀମାନେ ବନ୍ୟାରେ ବ୍ୟାପକ କ୍ଷତି ସହିଥିବା ବେଳେ ଗ୍ରୋବ୍ୟାଗ ପ୍ରଣାଳୀରେ ଲାଉ ଓ କଲରା ଚାଷ ସହିତ ବାଓଫ୍ଲକ ପଦ୍ଧତିରେ ମାଛଚାଷ କରି ସେ ସବୁ ଖର୍ଚ୍ଚ ବାଦଦେଇ ମାସକୁ ୩୦ହଜାର ଟଙ୍କା ରୋଜଗାର କରୁଛନ୍ତି ।
#harvest #farming #farmers #SanjayDas #youngengineer #GoodNews #Balasore #Odisha #ArgusNews