ରାଜ୍ୟରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପରୀକ୍ଷା ନହେବା କାରଣରୁ ସେମାନଙ୍କ ଶିକ୍ଷା ବର୍ଷ ବାରବାଦ ହେଉଛି ଏବଂ ସେମାନେ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଇ ଗତି କରୁଛନ୍ତି । ତେଣୁ ଏହାର ତୁରନ୍ତ ସମଧାନ କରିବା ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି କରାଯିବା ସହ ପରୀକ୍ଷା ନିୟନ୍ତ୍ରକକୁ ଦାବିପତ୍ର ପ୍ରଦାନ କରିଛନ୍ତି
#ArgusNews #Odisha #ArgusNewsTV #ABVP #Protest #StudentProblem