#ଅଗଷ୍ଟ_1_ପର୍ଯ୍ୟନ୍ତ_ଆସିଲା_ନୂଆ_ଗାଇଡ୍ଲାଇନ୍ !
ରାଜ୍ୟରେ କାଲିଠୁ ଚଳାଚଳ କରିବ ବସ୍ । ଜିମ୍, ସ୍ପା, ବିୟୁଟି ପାର୍ଲର ଖୋଲିବ । ପୂର୍ବ ଭଳି ଜିଲ୍ଲା ଗୁଡ଼ିକୁ `ଏ' ଓ `ବି' ଦୁଇଟି କ୍ୟାଟାଗୋରୀରେ ରଖାଯାଇଛି । କ୍ୟାଟାଗୋରୀ `ଏ' ଜିଲ୍ଲାରେ ସକାଳ 6ଟାରୁ ରାତି 8ଟା ଯାଏଁ ଦୋକାନ ବଜାର ଖୋଲା ରହିବ
#ArgusNews #Odisha #ArgusNewsTV #Lockdown #Unlock #Covid19 #CoronaGuidline