#ଅଘଟଣ_ନୁହେଁ_ବିଏମସିର_ପ୍ରାୟୋଜିତ_ହତ୍ୟା
ଅଘଟଣ ନୁହେଁ, ବିଏମସିର ପ୍ରାୟୋଜିତ ହତ୍ୟା! 20 ଘଣ୍ଟା ପରେ ମିଳିଲା ମେଧାବୀ ଜ୍ୟୋତିପ୍ରକାଶଙ୍କ ମୃତଦେହ । ଏବେ ଦୁଃଖରେ ମ୍ରିୟମାଣ ତାଙ୍କ ପରିବାର, ତାଙ୍କ ଶିକ୍ଷକ ଓ ତାଙ୍କ ସାଙ୍ଗସାଥୀ । ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପରିବାରଲୋକେ ।
#Bhubaneswar #bmc #jyotiprakash #childdeath #drainage #Odisha #ArgusNews