#ଅଙ୍ଗନବାଡି_ପ୍ରାର୍ଥୀ_ନିଯୁକ୍ତିରେ_ଅନିୟମିତତା : #ମାଲକାନଗିରି
ରାଜ୍ୟସରକାର ପ୍ରତ୍ୟକ ମହିଳାଙ୍କ ସୁରକ୍ଷା ଏବଂ ବିକାଶ ପାଇଁ ମାଳମାଳ ଯୋଜନା କରୁଥୁବା ଡ଼ିଣ୍ଡିମ ପିଟୁଛନ୍ତି । ହେଲେ ମାଲକାନଗିରିର ଗଣ୍ଡିଆଗୁଡା ଠାରେ ଥିବା ଅଙ୍ଗନବାଡି ପ୍ରାର୍ଥୀ ନିଯୁକ୍ତିରେ ଅନିୟମିତତାର ଗନ୍ଧ ବାରି ହେଉଛି । ଯେଉଁଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
#Malkangiri #Anganwadi #newposting #Irregularities #CmoOdisha #Odisha #ArgusNews