ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଅଙ୍ଗପଡା ଠାରେ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର । ଅଞ୍ଚଳ ବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଲା ବିକାଶ ଫାଉଣ୍ଡେସନ । ଡାକ୍ତରୀ ପରୀକ୍ଷା , ରକ୍ତ ପରୀକ୍ଷା ସହ ରୋଗୀ ବିକାଶ ଫାଉଣ୍ଡେସନ ପକ୍ଷରୁ ଯୋଗାଇ ଦିଆଗଲା ଔଷଧ ।
#Angul #vikasfoundation #healthcamp #odisha #ArgusNews