#ଅଜଣା_ଚର୍ମ_ରୋଗରେ_ହେଉଛି_ଛଟପଟ !
ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ରୁଦ୍ର । ଦୁନିଆ କ’ଣ ଜାଣିବା ଆଗରୁ ଦେହରେ ଯନ୍ତ୍ରଣାର ବୋଝ । ଖେଳକୁଦ ବୟସରେ ମା କୋଳରେ ରହି ବଞ୍ଚିବାର ଖୋଜୁଛି ରାହା । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
#ArgusNews #Odisha #ArgusNewsTV #Jajpur #Bari #unknowndisease #Nomoney #treatment