ଖେଳକୁଦ କରିବା ବୟସରେ ସାଗର ଏବେ ଶଜ୍ଜ୍ୟାଶାୟୀ । ବୟସ ବଢିବା ସାଙ୍ଗକୁ ଅଜଣା ରୋଗରେ ଆକ୍ରାନ୍ତ । ଚାଲିବା ପାଇଁ ମଧ୍ୟ ଅକ୍ଷମ ସେ l ଅନ୍ୟପଟେ ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ବି ଅର୍ଥ ସାଜିଛି ବାଧକ l
#Malkangiri #BijuHealthCardIssue #suffering #unknowndisease #medicaltreatment #helpless #13yearboy #SmrutiranjanNayak #Odisha #ArgusNews