ନବମ ପଢ଼ୁଥିବା ବେଳେ ଗୋଡ଼ରୁ ଚାଲିଗଲା ଶକ୍ତି । ଚିକିତ୍ସା ପାଇଁ ପାଖରେ ନ ଥିଲା ଅର୍ଥ । ପାଠରେ ଡୋରି ବାନ୍ଧି ଦିବ୍ୟାଙ୍ଗ ଜୀବନର ଦୁଃଖକୁ ସାମ୍ନା କଲାବେଳକୁ ଭାଇମାନେ ଅଲଗା ହୋଇଗଲେ । ବୁଢା ବାପା ଓ ମାଙ୍କ ଦାୟିତ୍ୱ ପଡିଲା କେନ୍ଦୁଝର ଜିଲ୍ଲା ଗୋନାଶିକା ପଂଚାୟତ ଜନ୍ତାରି ଗାଁର ଦିବ୍ୟାଙ୍ଗ ଆଦିବାସୀ ଯୁବତୀ ନିଦ୍ରାବତୀ ନାୟକଙ୍କ ଉପରେ । ଋଣରେ ଅଟୋଟିଏ କିଣି ଆରମ୍ଭ କଲେ ନୁଆଁ ଏକ ବୃତ୍ତି ।
#GoodNews #Keonjhar #DibyangGirl #NidrabatiNayak #tribalgirl #Autodriver #Odisha #ArgusNews