ବୃଦ୍ଧ ତରଭୂଜ ବ୍ୟବସାୟିଙ୍କ ଉପରେ ନିଜ ପାୱାରର ଅପବ୍ୟବହାର କରି ଜୁଲୁମ କରିଥିବା ଅଂହଙ୍କାରୀ ମାଡାମ ଶାସ୍ତି ପାଇବେ , ନା ତଦନ୍ତ ଆଢୁଆଳରେ ଘଟଣାକୁ ଚାପିଦିଆଯିବ । ଏହି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଛି। କାରଣ 5 ଦିନ ହେବ ଘଟଣାର ତଦନ୍ତ ସରିଥିଲେବି କିଛି ଆକ୍ସନ ନେଉନି ଜିଲ୍ଲା ପ୍ରଶାସନ
#ArgusNews #Odisha #NewsChannel #ArgusNewsTV #Jharsuguda #Additiona_Tahasildar