#ଅଣନିଶ୍ବାସୀ_ହୋଇ_ବସ_ଭିତରେ_ମରିଗଲା_କୁକୁର
ବୁର୍ଲା ଭିମସାର ପିଜି ଡାକ୍ତର ସୁରଜ କୁମାର ସାହୁ ରାଧାରାଣୀ ବସ ଯୋଗେ ଏକ କୁକୁର ଆଣୁଥିଲେ | ତେବେ କୁକୁରଟି ପାଟି କରିବାରୁ ବସ କଣ୍ଟକ୍ଟର କୁକୁରକୁ ବସ୍ ଡିକି ରେ ପୁରାଇ ଦେଇଥିଲେ। ବୁର୍ଲା ଆସିବା ପରେ କୁକୁରଟି ମରିଥିବା ଦେଖିବାକୁ ମିଳିଥିଲା ।
#ArgusNews #Odisha #Sambalpur #Burla #dogdeath