ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ସରକାରୀ ବାସ ଭବନରେ ଭିଜିଲାନ୍ସ ଚଢ଼ାଉ ଘଟଣା । ସୁନ୍ଦରଗଡ଼ରେ ପହଞ୍ଚିଲେ କୋଟିପତି ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର । ଆଜି ତାଙ୍କର ସରକାରୀ ବାସଭବନରେ ଚଢ଼ାଉ କରିବ ପୋଲିସ
#Sundargarh #Vigilanceraid #subCollector #govtquarter #ArgusNews